କୋଲାବ ଡ୍ୟାମରୁ ଛଡ଼ାଗଲା ବନ୍ୟାଜଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲାବ ଡ୍ୟାମରୁ ଛଡ଼ାଗଲା ବନ୍ୟାଜଳ । ୫/୬ ନମ୍ବର ଗେଟ ଦେଇ ପ୍ରତି ସେକେଣ୍ଡକୁ ୫୧୦ ସି ଏମ ଜଳ ଛଡ଼ାଯାଉଥିବା ବେଳେ ପ୍ରତି ସେକେଣ୍ଡକୁ ୭୮୮.୮୬ କ୍ୟୁସେକ ମିଟର ଜଳ ଏବେ ପଶୁଛି । ଆଜି ସକାଳ ୫ଟାରେ ୧୫୭୦.୩୩ କ୍ୟୁସେକ ମିଟର ପ୍ରତି ସେକେଣ୍ଡକୁ ପ୍ରବେଶ କରୁଛି।…