Browsing Tag

Flood news

ଉଛୁଳୁଛି ସୁବର୍ଣ୍ଣରେଖା; ପାଣି ଘେରରେ ଜୀବନ, ଭାସିଲାଣି ଅଟୋ ତ କୁମ୍ଭୀର ପାଇଁ ଡରୁଛନ୍ତି ଲୋକେ

ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା । ଆକାଶମାର୍ଗରୁ ଦୃଶ୍ୟ ବୟାନ କରୁଛି ସୁବର୍ଣ୍ଣରେଖାର ପାଣିରେ ବାଲିଆପାଳ, ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ଜଳସ୍ତର କମୁଥିଲେ ବି ସୁଧୁରୁନି ସ୍ଥିତି । ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ୍ୟା ପାଣିରେ…

ନାଳ ପାରି ହେଉଥିବାବେଳେ ଭାସିଗଲେ ଶଳା-ଭିଣୋଇ

ନାଳ ପାରି ହୋଇ ଯାଉଥିବାବେଳେ ଭାସିଗଲେ ଶଳା-ଭିଣୋଇ। ବନ୍ୟା ପାଣିରେ କାର ସହ ଭାସିଯାଇ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଲଇଡା ଫାଶୀମାଲ ରାସ୍ତାର ନାକଟିପାଲି ନାଳରେ । ଦୁଇ ମୃତକ ହେଉଛନ୍ତି ଗୁଣ୍ଡୁରୁଛୁଆଁ…