ବାଲେଶ୍ଵର ବନ୍ୟା ପାଣି ରେ ଉବୁଟୁବୁ, ପାନି ପାନି ଡ୍ୟାନ୍ସ ରେ ପୌରପାଳିକା ମସଗୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ଷା ଦିନ ରେ ମୁଷଳ ଧାରା ରେ ବର୍ଷା ବର୍ସୁଥିବା ସମୟରେ ସହର ବା ପୌରପାଳିକା ଦାୟିତ୍ଵ ରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରି, ପୌରାଧକ୍ଷା ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ମାନେ ନିଜ ନିଜ ୱାର୍ଡ ଓ ସହର ର ରାସ୍ତା ଘାଟ, ବିଜୁଳି ଓ ନାଳ ନର୍ଦ୍ଦମା ର ବ୍ୟବସ୍ଥା…