ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସାରଥି ସାଜିଲେ ୫-ଟି ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୁଣି ମୁଖ୍ୟମନ୍ତ୍ରୀଙ୍କ ଗାଡି ଡ୍ରାଇଭର ସିଟରେ । ସ୍ୱାଧୀନତା ଦିବସ ପାଳନ ସମୟରେ ଏମିତି ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫-ଟି ସଚିବ…