ବରମୁଣ୍ଡାରେ ୫ଟି ସଚିବ, ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା
ଭୁବନେଶ୍ବର ବରମୁଣ୍ଡା ବସ ଟର୍ମିନାଲରେ ୫ଟି ସଚିବ ପହଞ୍ଚିଛନ୍ତି। ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭକେ ପାଣ୍ଡିଆନ୍ । ବୈଠକରେ ବିଏମସି କମିଶନର, ଡିସିପି ଉପସ୍ଥିତ ଅଛନ୍ତି। ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କାମ ଚାଲିଛି। ୧୧ ଏକର ଜମିରେ ହେଉଛି…