ସ୍ଵାମୀଙ୍କ ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ବାମୀର ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ । ଶାଶୁଘର ଦାଣ୍ଡ ପିଣ୍ଢାରେ ଧାରଣା ଦେଲେ ପ୍ରଥମ ପତ୍ନୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ସ୍ଵାମୀଙ୍କ ଦ୍ବିତୀୟ…