Browsing Tag

First day jela in manas das

ଖୋର୍ଦ୍ଧା ଜେଲ୍‌ରେ ମାନସ ଦାସ ଏବଂ ପୁଅ ମନୋରଞ୍ଜନଙ୍କ କେମିତି କଟିଲା ପ୍ରଥମ ରାତି ଜାଣନ୍ତୁ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ଘଟିଛି ଅନ୍ତ । ଏହି ସଂଗଠନର ମୁଖିଆ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ ହୋଇଛନ୍ତି । ଗିରଫ ହେବା ପରେ ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଛି । ଯେହେତୁ ରାତ୍ରି ଭୋଜନ ପରେ ଜେଲକୁ ଗଲେ ତାଙ୍କ…