Browsing Tag

Fire in Burla Medical dialysis word

ବୁର୍ଲା ମେଡିକାଲ ଡାଏଲିସିସ୍ ୱାର୍ଡରେ ଅଗ୍ନିକାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ମେଡିକାଲ ଡାଏଲିସିସ୍ ୱାର୍ଡରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣକୁ ଟାଳି ଦିଆଯାଇଛି । ଡାଏଲିସିସ୍ ୱାର୍ଡରେ କିପରି ଅଗ୍ନିକାଣ୍ଡ ଘଟିଲା ତାହାର…