Browsing Tag

Fir registered

ବିଜେଡ଼ିରେ ଅନୁଭବ ଅଳିଆ

ଓଡିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ନିର୍ବାଚନ ପାଇଁ ଫ୍ଲେକ୍ସ ଓ ବ୍ୟାନର ପ୍ରିଣ୍ଟ କରାଇ ଟଙ୍କା ଦେଇନଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଏ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରାପୁରର ଜଣେ ବ୍ୟବସାୟୀ…