ଅରିନ୍ଦମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ ଥାନାରେ ଅଭିଯୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକପ୍ରିୟ ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ପରେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ତାଙ୍କ ଚରିତ୍ର ସଂହାର କରୁଥିବା ଦେଖିବାକୁ ମିଳୁଛି । ଯାହା ସମଗ୍ର ସାମ୍ବାଦିକଜଗତ ଓ ତାଙ୍କ ପରିବାରକୁ ମର୍ମାହତ କରିଛି । ଏହା ବିରୋଧରେ ଆଜି…