ଝିଅ ନୁହେଁ ତୁ କରୋନା, କହି ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୀତ ଗାଇ ଫସିଲେ ହ୍ୟୁମାନ ସାଗର । ' ଝିଅ ନୁହେଁ ତୁ କରୋନା ଭାଇରସ ' ଗୀତ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଅନେକ ସମାଲୋଚନର ଶିକାର ହେବାକୁ ପଡିଛି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ । ଏହାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାଁରେ କଟକ…