ମା’,ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ପୁରୀ(ଓଡିଶା ଫାଷ୍ଟ ବ୍ୟୁରୋ): ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର "ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ‘ମେରୀ ମାଟି ମେରା ଦେଶ’ ବା ମୋ ମାଟି, ମୋ ଦେଶ ଅଭିଯାନରେ ଓଡ଼ିଶାରେ କେନ୍ଦ୍ର…