ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ
ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ । ମୋଜାମ୍ବିକ ଉପକୂଳରେ ଘଟିଛି ଏହି ଦୁର୍ଘଟଣା । ଏହି ଯାତ୍ରୀବାହୀ ବୋଟରେ ୧୩୦ ଜଣ ଯାତ୍ରୀ ଥିଲେ । ନାମପୁଲା ଅଞ୍ଚଳରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବୋଟଟି ଭାରସାମ୍ୟ ହରାଇ ବୁଡ଼ିଯିବା ଫଳରେ ୯୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି…