Browsing Tag

Female

ଶିଶୁଙ୍କ ଯତ୍ନ ଲାଗି ସରକାରୀ ଚାକିରିରୁ ୭୩୦ ଦିନ ମିଳିବ ଛୁଟି

ଶିଶୁଙ୍କ ଯତ୍ନ ଲାଗି ମହିଳା କିମ୍ବା ଦାୟିତ୍ୱ ନେଇଥିବା ଏକକ ପୁରୁଷଙ୍କୁ ସରକାରୀ ଚାକିରିରୁ ୭୩୦ ଦିନ ଛୁଟି ମିଳିବ । ଏ ନେଇ କାର୍ମିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକସଭାରେ କହିଛନ୍ତି । ସରକାରୀ ଚାକିରି କରିଥିବା ମହିଳା କର୍ମଚାରୀ କିମ୍ବା ଶିଶୁଙ୍କ…