କର୍ମୀ ମୋ ପାଇଁ ଭଗବାନ: ବବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଦଳର ସଂଗଠନ ସମ୍ପାଦକ ପ୍ରଦାନ କରିବା ପରେ ଗତକାଲି ଛାତ୍ର ଓ ଯୁବ ପକ୍ଷରୁ ବିଜେଡି ପାର୍ଟି ଅଫିସରେ ବବିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ଏହି ସଭାରେ ବବି ନିଜ କିଛି…