Browsing Tag

fearing that the situation will become untenable if there is no further rain

ଜଙ୍ଗଲରେ ବଢିଚାଲିଛି ନିଆଁ; ଲିଭାଇପାରୁନି ବନ ବିଭାଗ, ଆଗକୁ ବର୍ଷା ନହେଲେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା

ରାଜ୍ୟରେ ଦୃତ ଗତିରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ନିଆଁ ଲିଭାଇ ପାରୁନି ବନ ବିଭାଗ । ଦିନକୁ ଦିନ ରାଜ୍ୟରେ ଦୃତ ଗତିରେ ବଢ଼ିବାରେ ଲାଗିଛି ଜଙ୍ଗଲ ନିଆଁ। । ଗତକାଲି ପର୍ଯ୍ୟନ୍ତ ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା । ଆଜି ସକାଳ ୯ଟା ସୁଦ୍ଧା ୯୩ ପ୍ରତିଶତ ଆୟତ କରାଯାଇଛି । ଜଙ୍ଗଲ ନିଆଁକୁ…