Browsing Tag

Fatal facts have come to light in the case of OTP sharing

ଓଟିପି ସେୟାରିଂ ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ପାକିସ୍ତାନୀ ଲିଙ୍କ

ଓଟିପି ସେୟାରିଂ ମାମଲାରେ ନୂଆ ମୋଡ । ରହିଛି ପାକିସ୍ତାନୀ ଲିଙ୍କ । ଭାରତରୁ ତଥ୍ୟ ନେବାକୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ପାକିସ୍ତାନ । ଏସଟିଏଫ ଦେଲା ଏମିତି ସାଂଘାତିକ ତଥ୍ୟ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ । ଅଭିଯୁକ୍ତ ମାନିଛି, ପାକିସ୍ଥାନ ଏଜେଣ୍ଟଙ୍କ…