ପୁଣି ତେଜିଲା କୃଷକ ଆନ୍ଦୋଳନ, ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ
ପୁଣି ତେଜିଲା କୃଷକ ଆନ୍ଦୋଳନ। ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିର ଉଚିତ ମୂଲ୍ଯ ସହ ଅନ୍ଯାନ୍ଯ ଦାବି କରିଛନ୍ତି ଆନ୍ଦୋଳନକାରୀ। ସଂସଦ ଭବନ ଆଡକୁ ଚାଷୀ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ଯବସ୍ଥା…