ଆଇଏସଆଇ ଟାର୍ଗେଟରେ କୃଷକ ଆନ୍ଦୋଳନ: ଗୁଇନ୍ଦା ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏସ୍ଆଇ ଟାର୍ଗେଟରେ କୃଷକ ଆନ୍ଦୋଳନ। ହିଂସା ଘଟାଇବାକୁ ବ୍ୟାପକ ଷଡଯନ୍ତ୍ର କରିଛି ପାକିସ୍ତାନର ଆଇଏସ୍ଆଇ। ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ସମୟରେ ହିଂସା ପ୍ରତି ଲୋକଙ୍କୁ ଉସୁକାଇବା ସହ ବ୍ୟାପକ କରିବାକୁ ବଡ ଷଡଯନ୍ତ୍ର ରଚିଛି । ଏନେଇ ଗୁଇନ୍ଦା ଏଜେନ୍ସି ଆଲର୍ଟ…