ଆଜି ରଜ ସଜବାଜ: ମିଳିବ ମିଠା ପିଠାର ବାସ୍ନା
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଜ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମଧାମରେ ରଜ ପାଳନ ପାଇଁ ସବୁରି ମନରେ ଭରି ରହିଛି ଉତ୍ସାହ । ରଜ ଆସିବ ପୋଡ ପିଠାର ମିଠା ମିଠା ବାସ୍ନାରେ । ମନମତାଣିଆ ଦୋଳି ଗୀତରେ, ଆଉ କୁଆଁରୀ ମଥାର ଟିପି…