ଓଡ଼ିଶାରେ ଫର୍ଣ୍ଣିଚର ସୋରୁମ ଓ ଗୋଦାମରେ ଜିଏସଟି ବିଭାଗର ଚଢ଼ାଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ଏକକାଳୀନ ୧୧ଟି ଜିଲ୍ଲାରେ ଜିଏସଟି ବିଭାଗ ରେଡ଼ କରୁଛି | ଜିଏସଟି ବିଭାଗ ପକ୍ଷରୁ ଫର୍ଣ୍ଣିଚର ଡିଲରଙ୍କ ୩୨ଟି ସୋ ରୁମ ଓ ଗୋଦାମରେ ଏକକାଳୀନ ଚଢାଉ କରାଯାଇଛି | ଭୁବନେଶ୍ୱରରେ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବାବେଳେ ଟିକସ ଫାଙ୍କିବା…