ମଣିପୁରରେ ମହିଳାଙ୍କ ଉଲଗ୍ନ ଭିଡିଓ ମାମଲା: ମୁଖ୍ୟ ଅଭିଯୁକ୍ତର ଘର ପୋଡିଦେଲେ ଉତ୍ତ୍ୟକ୍ତ ଲୋକେ
ମଣିପୁରରେ ୨ ମହିଳାଙ୍କ ସହ ବର୍ବରୋଚିତ ଆଚରଣ କରିଥିବା ଏକ ମୁଖ୍ୟ ଅଭିଯୁକ୍ତର ଘରକୁ ଉତ୍ତ୍ୟକ୍ତ ଲୋକମାନେ ପୋଡି ଦେଇଛନ୍ତି। ଏହି ଘଟଣା ଚେକମାଇ ଅଞ୍ଚଳେ ଘଟିଛି। ଅଚାନକ କିଛି ବିକ୍ଷୋଭକାରୀ ଆସି ଅଭିଯୁକ୍ତର ଘରେ ନିଆଁ ଲଗାଇଦେଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଅନେକ…