ଫେକ ସାର୍ଟିଫିକେଟ୍ ଦେଇ ଚାକିରି, ନକଲି ଶିକ୍ଷକଙ୍କୁ ଧରିବାକୁ ଜାରି ହେଲା SOP
ନକଲି ଶିକ୍ଷକଙ୍କୁ ତ୍ରାହି ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଧରାପଡ଼ିବେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା…