ବନ୍ଦ ହେବ ଫେସବୁକ ଓ ଇନଷ୍ଟାଗ୍ରାମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଦ ହେବ ଫେସବୁକ୍ ଓ ଇନଷ୍ଟାଗ୍ରାମର ସେବା । ଆଗ ଭଳି ଆଉ ଲାଭ ହେଉନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି କମ୍ପାନୀ । ତେଣୁ କିଛି ସେବାକୁ ମେଟା ବନ୍ଦ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ମେଟା ନିଜ ୟୁରୋପୀୟ ୟୁଜର୍ସଙ୍କ…