Browsing Tag

exit polls; BJP will contest Lok Sabha elections in Odisha

ଏକଜିଟ୍ ପୋଲ୍; ଓଡ଼ିଶାରେ ଲୋକସଭା ନିର୍ବାଚନରେ ବାଜି ମାରିବ ବିଜେପି

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ସଂପନ୍ନ ହୋଇଛି। ଜୁନ ୪ ତାରିଖ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ଏଜେନ୍ସି ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍ ପ୍ରକାଶ କରିଛନ୍ତି। କେବଳ ରାଜ୍ୟ ନୁହେଁ ପୁରା ଦେଶର ନଜର…