କିମ୍ସରେ ଆରମ୍ଭ ହେଲା ସାନ୍ଧ୍ୟ କ୍ଲିନିକ୍
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍ସରେ ଆରମ୍ଭ ହୋଇଛି ସନ୍ଧ୍ୟା କାଳୀନ ଚିକିତ୍ସା ସେବା । କିମ୍ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ…