Browsing Tag

Even now I am in BJP: Dillip Roy

ବର୍ତ୍ତମାନ ସୁଦ୍ଧା ମୁଁ ବିଜେପିରେ ଅଛି: ଦିଲ୍ଲୀପ ରାୟ

ଦିଲ୍ଲୀ କୋର୍ଟରେ ବିଜୟ ହେବା ପରେ ଆଜି ରାଉରକେଲା ଫେରିଛନ୍ତି ଶିଳ୍ପପତି ଦିଲ୍ଲୀପ ରାୟ। ସେ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଉର୍ଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶହଶହ ସମର୍ଥକମାନେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ…