ଏଣିକି ଟ୍ରେନରେ ମଧ୍ୟ ମହିଳାଙ୍କ ପାଇଁ ରହିବ ରିଜର୍ଭେସନ ସିଟ୍
ଏଣିକି ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି । ନୂଆ ଘୋଷଣା ଅନୁସାରେ, ବସ ଓ ମେଟ୍ରୋ ଟ୍ରେନ୍ ପରି…