ଦୀର୍ଘ ୧୧ ବର୍ଷ ପରେ ଅଲଗା ହେବେ ଈଶା ଦେଓ୍ଵଲ ସ୍ୱାମୀ ଭରତ
ବଲିଉଡ ଅଭିନେତ୍ରୀ ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଦୀର୍ଘଦିନରୁ ହେଉଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ନେଇ ଖୋଦ୍ ଉଭୟ ଏକ ବୟାନ ଜାରି କରି ଘୋଷଣା କରିଛନ୍ତି । ତେବେ ଦୁହିଁଙ୍କ ସହମତିରେ ବିବାହ ବିଚ୍ଛେଦ ହେଉଛି ।
ଦୁହେଁ ଜାରି…