ବଢ଼ିଲା ଇପିଏଫ ସୁଧହାର
କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏଫ୍ ଉପରେ ନୂତନ ସୁଧ ହାର ଚୂଡାନ୍ତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟଧାରୀମାନେ ସେମାନଙ୍କର ପିଏଫ୍ ଟଙ୍କା ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବାକୁ ଯାଉଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ବୃଦ୍ଧି…