Browsing Tag

Encounter in Raigada

ରାୟଗଡା ଏନକାଉଣ୍ଟରରେ ଅଭିଯୁକ୍ତ ସହ ଦୁଇ ପୁଲିସ ଅଧିକାରୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ହଡପା ଶିବାକୁ ଏନକାଉଣ୍ଟର କରିଛି ରାୟଗଡା ପୋଲିସ । ଶିବା ଅନେକ ଦିନରୁ ଅପରାଧ ଜଗତରେ କାୟାବିସ୍ତାର କରି ରହିଥିଲା । ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ଏନକାଉଣ୍ଟରରେ ପୋଲିସ ଏସ.ଆଇ ରିଗଲ କିଣ୍ଡୋ ଓ ଜଣେ କନଷ୍ଟେବଳ ମଧ୍ୟ ଆହତ…