ପୁଲୱାମାରେ ଏନ୍କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ, ୪ ଯବାନ ସହିଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହେବାପରେ ରବିବାର ରାତିରେ ଏକ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ସହ ୪ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଘଟଣାରେ ଜଣେ ସାଧାରଣ…