ପୁରୀ ଲେଡି ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାଗୁ ଗୁରୁତର
ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର, ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତା ତରାକାଜ ଓଭରବ୍ରିଜ୍ ସାଇଡରେ ଗତକାଲି ବିଳମ୍ବିତ ରାତିରେ ତାଳବନିଆ ପୋଲିସ କରିଛି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାଗିରଥି ପ୍ରଧାନ ଓରଫ ଭାଗୁ ଆହତ ହୋଇଛି । ଭାଗୁର ବାମ ଗୋଡ଼ରେ ଗୁଳି…