ଭାରତ ସହ ଯୁଦ୍ଧର ଧମକ ଦେଲେ ଇମ୍ରାନ
ଭାରତର ପଡୋଶୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ନେଇ ଏକ ଟ୍ୱିଟ କରିଛନ୍ତି। ୨୦୧୯ ଫେବ୍ରୁଆରୀ ୨୬ ତାରିଖ ରାତି ୩ଟାରେ ଭାରତ ଏଲଓସି ପାର କରି ପାକିସ୍ତାନର ସୀମାରେ ପଶି ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣା ଗୁଡିକୁ ଧ୍ୱଂସ କରିଥିଲା। ପରେ ଏହାକୁ ବାଲାକୋଟ…