Browsing Tag

Elephant Tusk Around 3 KG Weight Seized In Padmapur

୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ, ଜଣେ ଅଟକ

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ଏସଟିଏଫ୍ ଓ ବନ ବିଭାଗର ଚଢ଼ାଉ । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଚୋରା ଚାଲାଣ ବେଳେ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ ହୋଇଛି । ମାମଲାରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନଙ୍କୁ ଅଟକ ରଖିଛି ଏସଟିଏଫ୍ । ହାତୀ ଦାନ୍ତ ଚୋରା ଚାଲାଣ ନେଇ…