ଟ୍ରେନ ଚାଳକଙ୍କ ନାଁରେ ଏତଲା ଦେଲା ବନବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକଲି ରାତିରେ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ । ଏହା ସହ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ବନବିଭାଗ ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ କେନ୍ଦୁଝର ସଦର ବ୍ଲକ ନାରଣପୁର ଷ୍ଟେସନ ନିକଟରେ ଏକ…