୫ଦିନର ସଂଗ୍ରାମ ପରେ ଆଖିବୁଜିଲା ଗଜରାଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଚେଷ୍ଟା ପରେ ମଧ୍ୟ ଆଖିବୁଜିଲା ଅସୁସ୍ଥ ମାଈ ହାତୀ । ସବୁପ୍ରକାର ଚିକିତ୍ସା ଫେଲ ମାରିଲା । ୫ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ହରିଗଲେ ଗଜରାଜ । ସେ ହରପିସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ତଦନ୍ତ ଜାରି ରଖିଛି ।
ସୂଚନା…