Browsing Tag

Elephant Broken House In Lanjigarh

ଲାଞ୍ଜିଗଡ଼ରେ ହାତୀ ଆତଙ୍କ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବ । ପ୍ରାୟ ୧୦ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ହାତୀପଲ ଏକର ଏକର ଧାନ, ମାଣ୍ଡିଆ, କୁଶୁଳା ଓ କପା ଚାଷକୁ ନଷ୍ଟ କରି ଦେଇଛନ୍ତି । ରାତି ହେଲେ ଲାଞ୍ଜିଗଡ଼…