ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ
ରାଜଗାଙ୍ଗପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଦୁଇଜଣ ଗାଁ ପୋଖରୀ ନିକଟରେ ହକି ଖେଳି ଫେରିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ ଉକ୍ତ ଯୁବକ ଦୁଇଜଣ ଗାଁ ପୋଖରୀ…