ଭୋଟ ଦେବାକୁ ଆସି ଚାଲିଗଲା ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ବନାରସ୍ ଗାଁରେ ଜଣେ ମହିଳା ଭୋଟ ଦେଵା ପାଇଁ ଜୀବନ ହାରିଲେ । ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂଚନା ଥାଉକି, ଲାଇନରେ ଛିଡ଼ା ହୋଇଥିବା ଅଚେତ ହୋଇପଡିଥିଲେ ଗୁଲାପି ।
ତେବେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ…