Browsing Tag

election counting

ପୌର ନିର୍ବାଚନ: ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ଭୋଟ୍ ଗ୍ରହଣ ସରିବା ପରେ ଆସନ୍ତାକାଲି ପୌର ନିର୍ବାଚନର ଭୋଟ ଗଣତି । ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ରହିଛି ଇଭିଏମ୍ । ସୁଚନା ଅନୁସାରେ ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମ…