Browsing Tag

Eight ex-Indian Navy officials sentenced to death in Qatar over espionage

୮ ଭାରତୀୟ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା କତାର ଅଦାଲତ

କତାର କୋର୍ଟ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ପୂର୍ବତନ ନୌସେନା କର୍ମଚାରୀମାନେ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିଲେ। କତାରର ଗୁପ୍ତଚର ସେବା ଗତ ବର୍ଷ ଅଗଷ୍ଟରେ ସମସ୍ତ ଆଠ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ।…