Browsing Tag

Eating

ଆଜି ପହିଲି ରଜ, ସଜବାଜ ସହ ପିଠା ଖାଇବାର ମଜା ଖୁବ୍ ସ୍ୱତନ୍ତ୍ର

ପିପିଲି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଂଚଳ । ଏହାରି ଭିତରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବଟିରେ ରହିଛି ଅନେକ ସ୍ୱତନ୍ତ୍ରତା ।…

ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ଖାଆନ୍ତୁ କାକୁଡି

ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରା ସଠିକ ରଖିବା ଆବଶ୍ୟକ। ପାଣିର ଅଭାବରୁ ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏହି ଦିନରେ ଫଳ ଓ ପନିପରିବା ସେବନ କରିବା ଆବଶ୍ୟକ। ଜାଣନ୍ତୁ ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ କ’ଣ ସେବନ କରିବା ଉଚିତ। ଲାଉ : ଲାଉ ଖରାଦିନେ ଶରୀରକୁ ଥଣ୍ଡା…

ଜାଣନ୍ତୁ, ଆମ୍ବ ଖାଇବାର ପ୍ରକ୍ରିୟା

ନୂଆଦିଲ୍ଲୀ : ଗରମ ଦିନେ ଆମ୍ବ ଭଳି ସୁସ୍ବାଦୁ ଫଳ ଖାଇବାକୁ ମିଳିଥାଏ । କିନ୍ତୁ ଏହାକୁ ଖାଇବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ । ନଚେତ ଲାଭ ବଦଳରେ କ୍ଷତି ହୋଇଥାଏ । ଆମ୍ବକୁ ଲୋକ କାଟି ଆଉ ଶୋଷି ଶୋଷି ଖାଇବାକୁ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ ମ୍ୟାଙ୍ଗୋ ସେକ୍,…

ଘରେ ଏହି ସ୍ଥାନରେ ବସି,ଭୁଲରେ ମଧ୍ୟ ଖାଦ୍ୟ ଖାଆନ୍ତୁ ନାହିଁ ନଚେତ ଆସିବ ଅନେକ ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ସେ ଜୀବନରେ ବହୁତ ଅଗ୍ରଗତି କରନ୍ତୁ ଏବଂ ଘରେ ସୁଖ ଏବଂ ଶାନ୍ତି ରହିବା ଉଚିତ । ଶାସ୍ତ୍ର ଅନୁଯାୟୀ, ଭଗବାନ ଘରର ଦୂଆରବନ୍ଧରେ ରୁହନ୍ତି । ପ୍ରାୟତଃ ଘରର ଗୁରୁଜନମାନେ କୁହନ୍ତି ଯେ ଘରର ଦ୍ୱାରରେ ଜଣେ ଠିଆ ହେବା ଉଚିତ୍ ନୁହେଁ । ଏଥି ସହିତ, ଜେଜେମା’ ମଧ୍ୟ…