ଏହି ସମସ୍ୟା ଥିଲେ, ଚୋପା ସହ ଫଳ ଏବଂ ପରିବା ଖାଆନ୍ତୁ
ସୁସ୍ଥ ରହିବା ପାଇଁ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ନିଜ ଭୋଜନରେ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ମୁକ୍ତ ହୋଇଥାଏ । କିନ୍ତୁ ଲୋକମାନେ ପରିବା ଏବଂ ଫଳ ଖାଇବା ସମୟରେ ତାହାର ଚୋପାକୁ କାଟି ଦେଇଥାନ୍ତି । କିଛି ଲୋକ…