ଦିଲ୍ଲୀରେ ଭୂକମ୍ପ ଝଟକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଦିଲ୍ଲୀରେ ଭୂମିକମ୍ପ ଅନୂଭୁତ ହୋଇଛି । ରିଚର ସ୍କେଲ୍ରେ ଭୂମିକମ୍ପର ସାନ୍ଦ୍ରତା ୩.୫ ଥିବା ଜଣାଯାଇଛି । ଭୂକମ୍ପରେ କୈାଣସି କ୍ଷୟ କ୍ଷତି ହୋଇନାହିଁ । ଚଳିତ ଗୋଟିଏ ମାସ ମଧ୍ୟରେ ଦିଲ୍ଲୀରେ ୩ ଥର ଭୂକମ୍ପ ଅନୂଭୁତ ହେଲାଣି । ଭୂକମ୍ପର କେନ୍ଦ୍ର ସ୍ଥଳ ଗତ ଦୁଇ ଥର…