ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍, ଅଭିଯୁକ୍ତ ଗିରଫ
ସୋସିଆଲ ମିଡିଆରେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଛାଡିବା ନେଇ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ଘର ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ।
ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଛାଡିବା…