କାହିଁକି ଦଶହରାରେ ରାବଣର କୁଶପୁତଳା ଦାହ କରାଯାଏ ?
ପ୍ରତିବର୍ଷ ପାଳନ ହୁଏ ବିଜୟାଦଶମୀ ଅର୍ଥାତ୍ ଦଶହରା। ଏହାକୁ ଚାରିଆଡେ ଖୁବ ଧୂମଧାମରେ ପାଳନ କରାଯାଏ । କୁହାଯାଏ ଅନ୍ୟାୟର ପ୍ରତୀକ ଲଙ୍କାପତି ରାବଣର ପ୍ରତିମୂର୍ତ୍ତିକୁ ନିଆଁରେ ଦହନ କରି ନ୍ୟାୟର ବିଜୟକୁ ଆମେ ଦଶହରା ଭାବେ ପାଳନ କରିଥାଉ । ତେବେ ପୁରୁଷୋତ୍ତମ ରାମଚନ୍ଦ୍ର ଏହିଦିନ ଲଙ୍କାପତି…