Browsing Tag

durgapuja

ଏଥର ଧୁମ୍‌ଧାମରେ ହେବ ଦଶହରା

ଏଥର ଧୁମ୍‌ଧାମରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍‌ଧାମରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଦଶହରା ପୂର୍ବରୁ…

କଟକଣା ମଧ୍ୟରେ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ

ଓଡ଼ିଶାଫାଷ୍ଟ(ବ୍ୟୁରୋ):କଟକରେ ମଣ୍ଡପ ଦୂର୍ଗା ପୂଜାକୁ ନେଇ ବଢିଲା ଆଶା। ମଣ୍ଡପରେ ହୋଇପାରିବ ମାଆଙ୍କ ପୂଜା। କଟକ ଜିଲ୍ଲାପାଳ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରିପାରିବେ। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କଟକ…