ଅନଲାଇନ ମୁଣ୍ଡରେ ଅଠାବୋଳି ଖସିଯିବାକୁ ୟୁସିଡିଏ ସଭାପତି ଓ ସମ୍ପାଦକଙ୍କ ପ୍ରୟାସ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ନକଲି ଜିନିଷର ହବ ବା ପେଣ୍ଠସ୍ଥଳ ପାଲଟିଛି କଟକ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସିମେଣ୍ଟ ପର୍ଯ୍ୟନ୍ତ ଅନେକ ନକଲି ଜିନିଷ ଜବତ ହେଲାଣି କଟକରୁ । ମାତ୍ର ଜୀବନ ରକ୍ଷା ପାଇଁ ଖାଉଥିବା ଔଷଧ ଯଦି ନକଲି ହୁଏ ତେବେ ରୋଗୀର ଅବସ୍ଥା ଯେ କ'ଣ ହେବ…