Browsing Tag

Due to torrential rains

ଲଗାଣ ବର୍ଷା ଯୋଗୁଁ ଧୋଇଗଲା ଅସ୍ଥାୟୀ ପୋଲ, ଓଡ଼ିଶାରୁ ବିଚ୍ଛିନ୍ନ ହେଲେ ୩ଟି ଗାଁର ଅଧିବାସୀ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୩ ଦିନ ଧରି ବର୍ଷା ଲାଗିରହିବା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। କେରାଣ୍ଡି ପଞ୍ଚାୟତର ଡାଳିମ୍ୱପୁର୍ ନିକଟରେ ଥିବା ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୩ଟି ଗାଁର ଲୋକେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ୩ଟି ଗାଁର ଲୋକେ ପାରଳାଖେମୁଣ୍ଡି ଆସିବା ପାଇଁ ଆନ୍ଧ୍ର…